ବିଜୟଠୁ ୧୯୯ ରନ୍‌ ଦୂରରେ ଭାରତ ‘ଏ’

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଅଣଆନୁଷ୍ଠାନିକ ଟେଷ୍ଟ୍‍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତ ‘ଏ’ ବିଜୟଠୁ ୧୯୯ ରନ୍‌ ଦୂରରେ ରହିଛି। ଅଷ୍ଟ୍ରେଲିଆର ୨୪୩ ରନ୍‌ ଜବାବରେ ଭାରତ ‘ଏ’ ପ୍ରଥମ ପାଳିରେ ୨୭୪ ରନ୍‌ କରି ୩୧ ରନ୍‌ରେ ଆଗୁଆ ରହିଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ଟ୍ରଭିସ ହେଡ୍‌ଙ୍କ ୮୭ ରନ୍‌ ବଳରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୯୨ ରନ୍‌ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ … Continue reading ବିଜୟଠୁ ୧୯୯ ରନ୍‌ ଦୂରରେ ଭାରତ ‘ଏ’